ବାଲ୍ୟ ବିବାହ କରୁଥିବା ପୁରୁଷଙ୍କୁ ହୋଇପାରେ ଆଜୀବନ କାରାଦଣ୍ଡ : ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ପୁଲିସ ରାଜ୍ୟରେ ବାଲ୍ୟ ବିବାହ ଘଟଣାକୁ ନେଇ ଗୁରୁବାର ଏକ ବଡ଼ ପଦକ୍ଷେପ ନେଇଛି। ପୁଲିସ ଏଯାବତ ବାଲ୍ୟ ବିବାହ ଘଟଣାରେ ସମ୍ପୃକ୍ତ ଥିବା ନେଇ ୧୮୦୦ଜଣଙ୍କୁ ଗିରଫ କରିଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ କି ବାଲ୍ୟ ବିବାହକୁ ନେଇ ରାଜ୍ୟରେ ୪୦୦୪ ମାମଲା ରୁଜୁ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଗୁରୁବାର ସୂଚନା ଦେଇ … Continue reading ବାଲ୍ୟ ବିବାହ କରୁଥିବା ପୁରୁଷଙ୍କୁ ହୋଇପାରେ ଆଜୀବନ କାରାଦଣ୍ଡ : ଆସାମ ମୁଖ୍ୟମନ୍ତ୍ରୀ